ସଇଁତଲା ପୋଲିସର ଦବଙ୍ଗଗିରି । ନବରାତ୍ର ଦୁର୍ଗାପୂଜା ବେଳେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ୧୨ ଘଣ୍ଟିଆ ସଇଁତଲା ବନ୍ଦ । ପୋଲିସର ଦବଙ୍ଗଗିରିକୁ ଲୋକଙ୍କ ନାପସନ୍ଦ ।
#Balangir #police #dabanggiri #womenabuse #Navratra #DurgaPuja #Protest #Odisha #ArgusNews