ସର୍ପ ଦଂଶନରେ ୯ ବର୍ଷର ଝିଅ ମଞ୍ଜୁଳା ଯନ୍ତ୍ରଣାରେ ଛଟପଟ ହେବା ଘଟଣା। ଏ ସମ୍ପର୍କରେ ଅର୍ଗସରେ ଖବର ପ୍ରସାରଣ ପରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ମଞ୍ଜୁଳାଙ୍କ ଚିକିତ୍ସା ପାଇଁ ତତ୍ପରତା ପ୍ରକାଶ ପାଇଛି।
#ArgusNews #ArgusUpdate #Odisha #Nabarangpur #snakebite #Treatment