ସୁଵର୍ଣ୍ଣପୁର ଜିଲ୍ଲାରେ ଜଙ୍ଗଲୀ ହାତୀଙ୍କ ଉତ୍ପାତ । ଉଲୁଣ୍ଡା, ବିନିକା ପରେ ଏବେ ସୋନପୁର ବନାଞ୍ଚଳରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ଗାଁରେ ପଶି ପ୍ରାୟ ୮ ବଖରା ଘର ଭାଙ୍ଗି ଦେଇଥିବାବେଳେ ଘରୁ ଧାନ, ବସ୍ତା ଟାଣି ନେଇ ଖାଇଦେଇଥିବା ଅଭିଯୋଗ ହୋଇଛି ।
#WildElephant #ElephantTerror #Subarnapur #damage #PaddyCrops #Odisha #ArgusNews