ସ୍ବାଧିନତା ସଂଗ୍ରାମୀଙ୍କ ସମ୍ପତ୍ତିକୁ ବନ୍ଧକ ରଖି ଟଙ୍କା ଲୁଟ। ପରିବାର ଲୋକଙ୍କ ଅଜାଣତରେ ବିଧାନସଭାରେ ବନ୍ଧା ପଡିଛି ଜମି। ଚଞ୍ଚକତା କରି ଜମିକୁ ବନ୍ଧା ପକାଇଛନ୍ତି ତତ୍କାଳୀନ ବିଧାନସଭା କର୍ମଚାରୀ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ଭଗିଆ ଗ୍ରାମରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
#ArgusNews #ArgusUpdate #Odisha #Balasore #Simulia #FreedomFighter