ଟୋକିଓ ଅଲମ୍ପିକ୍ସର ପଞ୍ଚମ ଦିନରେ ଅଷ୍ଟ୍ରେଲିଆଠାରୁ ହାରିଥିବା ଭାରତୀୟ ପୁରୁଷ ହକି ଦଳ ସ୍ପେନକୁ କଡ଼ା ଟକ୍କର ଦେଉଛି । ବର୍ତ୍ତମାନ ଚତୁର୍ଥ କ୍ବାଟର ସୁଦ୍ଧା ଭାରତୀୟ ଦଳ ୩-୦ ଗୋଲରେ ଆଗୁଆ ରହିଛି ।
#ArgusNews #ArgusUpdate #National #TokyoOlympics2021 #hockey