୧୨୯ ବର୍ଷ ପୁରୁଣା ଡାକଘର ହେବ 'ଐତିହ୍ୟ ପୋଷ୍ଟ ଅଫିସ' । ଝାରସୁଗୁଡ଼ାରେ ଡାକଘରକୁ ‘ଐତିହ୍ୟ ଡାକଘର’ ଭାବେ ଘୋଷଣା । ଝାରସୁଗୁଡ଼ା ଗସ୍ତ ବେଳେ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
‘ଐତିହ୍ୟ ଡାକଘର’ ପରିଦର୍ଶନ କରିଛନ୍ତି ।
#UnionMinister #HeritagePostOffice Ashwini Vaishnaw #OldPostOffice #DharmendraPradhan #Jharsuguda #Odisha #ArgusNews