Argus Update 2PM | 22th September 2021 | Argus News
+ ସୁନ୍ଦରଗଡ଼ରେ ଅପପୁଷ୍ଟିରେ ୨ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ଘଟଣା
+ କମିଶନରେଟ ପୋଲିସ କବଜ୍ଜାରେ ଆଞ୍ଜେଲ ପିଉ
+ ଝାରସୁଗୁଡାରେ ଟ୍ରିପଲ ମର୍ଡର
+ ଡିଆରଡିଓ ତଥ୍ୟ ଲିକ ମାମଲାରେ ଆଇପି ଆଡ୍ରେସକୁ ନେଇ ଛାନଭିନ୍
+ ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ଆମେରିକା ଗସ୍ତ
+ ଟିଟିଲାଗଡରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
+ ବାଲେଶ୍ବରରେ ବିପଦ ସଙ୍କେତ ଉପରେ ଜଳକା
+ ବିବାଦରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତି
#ArgusUpdate #Odisha #ArgusNews #Sundargarh #malnutrition #children #Jharsuguda #TripleMurder #DRDO #Balasore #Investigate