ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଯାଞ୍ଚ ଆରମ୍ଭ । ଖଇରାରେ ପହଁଚିଛି ପାରଳାଖେମୁଣ୍ଡି ଥାନାର ୬ ଜଣିଆ ତଦନ୍ତକାରୀ ଟିମ୍ । ସୌମ୍ୟରଞ୍ଜନଙ୍କ ବାସଭବନରେ ପରିବାର ଓ ସମ୍ପର୍କୀୟଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଉଛି ।
#ArgusNews #ArgusUpdate #Odisha #ACF_Deathcase #Investigation