Aparanha Prime 4pm | 23rd September 2021 | Argus News
+ ଏଣିକି ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ନିର୍ଦ୍ଦିଷ୍ଟ ଔଷଧ ଯୋଗାଇବେ ଫାର୍ମାସିଷ୍ଟ
+ ବିପଦ ସଂକେତ ଟପିଲା ବୈତରଣୀ ନଦୀର ଜଳସ୍ତର
+ ଅକ୍ଟୋବରରେ ନାହିଁ ବାତ୍ୟା କି ଏକାଧିକ ଘୂର୍ଣ୍ଣିବଳୟ ଭୟ
+ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
+ କେବେ ବନ୍ଧା ହେବେ ବିଜେଡି ନେତା ପ୍ରଣୟ ସାହୁ ?
+ ଜଗତସିଂହପୁର ଜିଲ୍ଲାପାଳଙ୍କ ପାଇଁ ବଢୁଛି ଅଡ଼ୁଆ
+ ବାଲେଶ୍ବର ସୀମାରୁ ହଟିଲା ପଶ୍ଚିମବଙ୍ଗ
#ArgusUpdate #Odisha #ArgusNews #pharmacists #prescribe #medications #doctor #waterlevel #baitaraniriver #multiplecyclones #october #modivisitusa #WestBengal #Balasore #border