ARGUS NEWS UPDATE 8 AM
- ଉତ୍ତର ଓଡିଶାରେ ବାତ୍ୟା ତାଣ୍ଡବ… ୟଶ୍ ଭାଙ୍ଗିଦେଲା ପୁଣି ସମୁଦ୍ର କୂଳିଆଙ୍କ ଅଣ୍ଟା…
- ପ୍ରଶାସନକୁ ଅପେକ୍ଷା କାହିଁ… ଆମେ ଲଢିବା, ଆମେ ଜିତିବା..
- ଜିଲ୍ଲାପାଳଙ୍କ ମିଛ ବନାମ ଲୋକଙ୍କ ସତ….ଜଳବନ୍ଦି ଘେରରେ ୧୫ରୁ ଅଧିକ ଗାଁ…
- ବାତ୍ୟା ୟଶ୍ ତାଣ୍ତବ… ଓଡିଶା ଓ ପଶ୍ଚିମବଙ୍ଗ ପରେ ଏବେ ଝାଡଖଣ୍ଡ ମୁହାଁ…
- ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ୟଶ୍ ସମୀକ୍ଷା...
- ବାତ୍ୟା ପ୍ରଭାବିତଙ୍କ ସ୍ଥିତି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
- ପୁଣି ଚିକିତ୍ସା ଅବହେଳାରୁ କୋଭିଡ୍ ରୋଗୀ ମୃତ୍ୟୁ ମାମଲା…
#ArgusNews #ArgusTv #Odisha #ArgusUpdate