Argus Pratham Khabar 7AM
+ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଗାଇଡଲାଇନ୍ ଜାରି
+ ନୌସେନାକୁ ମିଳିଲା ମଲ୍ଟି ଟାସ୍କର ହେଲିକପ୍ଟର MH60R
+ ଏସିଏଫ୍ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ସ୍ତ୍ରୀ ଓ ଡିଏଫଓଙ୍କ ଉପରେ ସନ୍ଦେହ ଘନିଭୂତ
+ କେନ୍ଦ୍ର ଫୋକସରେ ମାଲକାନଗିରି ଜିଲ୍ଲା
+ ଆବସ ଯୋଜନାରେ ଦୁର୍ନୀତିର ଗନ୍ଧ
+ ଜନ୍ମବେଦୀରେ ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା
+ ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ
+ ଇନ୍ଫିନିଟି ଆଥଲେଟିକ ଏକାଡେମୀର ଅଭିନବ ପ୍ରୟାସ
#ArgusNews #Odisha #ArgusNewsTv #ArgusUpdate