ARGUS UPDATE 1 PM
+ ଗ୍ରୀନ-ରେ ଚିଟଫଣ୍ଡ ସ୍କାମ ମାମଲା
+ କଟକରୁ ଦୁଇ କେଜିରୁ ଅଧିକ ସୁନା ଜବତ
+ ତନି ରଥରେ ଦେଖାଦେଇଛି ସାମନ୍ୟ ଫାଟ
+ କାଲି ରାଜ୍ୟରେ ସରୁଛି ଆଂଶିକ ଲକଡାଉନ ଅବଧି
+ ରାଜ୍ୟରେ ଥମୁନି କରୋନା ମୃତ୍ୟୁ
+ 6 ବର୍ଷରେ ସ୍କିଲ ଇଣ୍ଡିଆ ମିସନ
+ ପାରଳାଖେମୁଣ୍ଡି ଅତିରିକ୍ତ ବନ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼
+ ରାଜ୍ୟରେ ପିଏମ ଆବାସରେ ମହାଦୁର୍ନୀତି ଅଭିଯୋଗ
#ArgusNews #ArgusNewsTV #Odisha #ArgusUpdate1PM