ARGUS UPDATE 10 AM | 20 OCT 2021 | Argus News
+ ମମିତାଙ୍କୁ ହତ୍ୟା କରିଥିବା ମାନିଲା ଗୋବିନ୍ଦ
+ ମମିତା ମାମଲାରେ ବଢ଼ିଲା କ୍ୟାପଟେନଙ୍କ ଅଡୁଆ
+ ମହାଲିଙ୍ଗ କଲେଜକୁ ଅନୁକମ୍ପା ନେଇ ଉଠିଲା ପ୍ରଶ୍ନ
+ କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ଯୁବକ ମୃତ
+ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳରେ ଦାଦାବଟି ପାଇଁ ଗୁଳିମାଡ଼
+ ଆଜି ଉତ୍ତର ପ୍ରଦେଶକୁ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦି
+ ଆଜିଠୁ ଆରମ୍ଭ ଗଜଲକ୍ଷ୍ମୀ ପୂଜା
#govindasahu #mamitamurdercase #MahalingaCollege #PrimeMinister #NarendraModi #UttarPradesh #LaxmiPooja #ArgusUpdate10am #Odisha #ArgusNews