Argus Update 10 AM | 26 Sept 2022 | Argus News
+ପୂଜା ଚାନ୍ଦା ନଦେବାରୁ କାଟିଦେଲେ ଲାଇନ
+ଦୁର୍ଗମରେ ଥମୁନି ଜନନୀ ଯନ୍ତ୍ରଣା
+ରାଜ୍ୟରେ ବେଧଡ଼କ ଗୋ-ଚାଲାଣ
+ ରୋଚକ ସ୍ଥିତିରେ ରାଜସ୍ଥାନ ରାଜନୀତି.
+ଆଜିଠୁ ରାଷ୍ଟ୍ରପତିଙ୍କ 2ଦିନିଆ କର୍ଣ୍ଣାଟକ ଗସ୍ତ
+ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ କ୍ଷେତ୍ର
#ArgusUpdate #Odisha #ArgusNews