ARGUS UPDATE 10 AM
- ରାଜ୍ୟରେ ୨୪ ଘଣ୍ଟାରେ ୮୪୯ ସଂକ୍ରମିତ ଚିହ୍ନଟ
- ଆଜିଠୁ ରାଜ୍ୟର ୧୨ଟି ଜିଲ୍ଲାରେ ଆରମ୍ଭ ହେବ ସେରୋ ସର୍ଭେ
- ଆଜି ଦିନ 11ଟାରେ ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ' କାର୍ଯ୍ୟକ୍ରମ...
- ପାରା ଅଲମ୍ପିକ୍ସ ଇତିହାସରେ ଯୋଡିହେଲା ନୁଆ ଅଧ୍ୟାୟ
- ଖୋର୍ଦ୍ଧା ବେଗୁନିଆରେ ବାପ-ପୁଅଙ୍କୁ ମାନବବାଦ ସଙ୍ଗଠନର ମାଡ ଘଟଣା
- ସ୍ବାଧିନତା ସଂଗ୍ରାମୀଙ୍କ ସମ୍ପତ୍ତିକୁ ବନ୍ଧକ ରଖି ଟଙ୍କା ଲୁଟ
- କାବୁଲ ଏୟାରପୋର୍ଟରେ ହୋଇପାରେ ପୁଣି ଏକ ଆତଙ୍କୀ ହମଲା
- ଆଜି ଜାତୀୟ କ୍ରୀଡ଼ା ଦିବସ
#ArgusNews #Odisha #ArgusUpdate