Argus Update 10AM
+ ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା
+ ମୁକୁଳା ଡେନ୍ରୁ ଛାତ୍ର ନିଖୋଜ ଘଟଣା
+ ପଦାରେ ପଡିଲା ନଗର ଉନ୍ନୟନ ମନ୍ତ୍ରୀଙ୍କ ଡାହା ମିଛ
+ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରରେ ରାଜ୍ୟରେ ବର୍ଷା ଜାରି
+ ଉପନିର୍ବାଚନ ପାଇଁ ପିପିଲିରେ ଆଜିଠୁ ଆରମ୍ଭ ପ୍ରଚାର ପକ୍ରିୟା
+ ପଞ୍ଜାବର ନୁଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ ସିଂହ
+ ଭାରତ-ବାହରିନ୍ କୂଟନୈତିକ ସମ୍ପର୍କକୁ 50ବର୍ଷ ପୂରଣ
#ArgusUpdate10AM #Odisha #BMC #Pipilibyelection #Soumyaranjan #Lowpressure #ArgusNews