Argus Update 10am | 21 Jan 2022 | Argus News
+ ସମ୍ବଲପୁର ଠେଲକୁଲିରେ ଥିବା JSW-ଭୂଷଣ କାରଖାନାରେ ବଡ଼ଧରଣର ଅଘଟଣ
+ ଗଜପତି ରାଶିବାଡ ନିକଟରେ ଦୁର୍ଘଟଣା
+ ରାଜ୍ୟରେ 10 ହଜାର ତଳକୁ ଖସିଲା ଦୈନିକ ସଙ୍କ୍ରମଣ
+ ପୁଣି ମୋଦି ଏକ ନମ୍ବର
+ ସୋମନାଥ ମନ୍ଦିର ଠାରେ ୩୦ କୋଟି ଅର୍ଥରେ ନିର୍ମିତ ସର୍କିଟ ହାଉସର ହେବ ଲୋକାର୍ପଣ
+ ପଶ୍ଚିମା ଝଡ ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷାର ସମ୍ଭାବନା
#argusUpdate10am #Sambalpur #Gajapati #Accident #Covidpositive #PMModiji #Rains #ArgusNews