Argus Update 11 am | 28 April 2022 | Argus News
+ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଲିତ ସାହୁ ମୃତ୍ୟୁ ଘଟଣା
+ ପୁରୀ କୃଷ୍ଣପ୍ରସାଦରେ ଚାଞ୍ଚଲ୍ୟ
+ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ
+ ପୂର୍ବତନ ASI ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍
+ ଆଜି ୧୨ ଘଣ୍ଟିଆ ଆଠଗଡ ବନ୍ଦ
+ ଆଜି ମଧୁସୂଦନ ଦାସଙ୍କ ଜନ୍ମବାର୍ଷିକୀ
+ ଖରାରେ ସିଝୁଛି ସାରା ଓଡ଼ିଶା
#ArgusUpdate11am #Nabadas #cookdeathcase #Vigilanceraid #PlusTwoExam #ArgusNews