Argus Update 11 AM | 6 July 2022 | Argus News
+ ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ
+ ଆଜି ମାଟ୍ରିକ ରେଜଲ୍ଟ
+ ଓଡ଼ିଶାରେ ମହିଳା ଅପରାଧକୁ ପ୍ରୋତ୍ସାହନ ଦେଉଛି କି କମ୍ ଦଣ୍ଡବିଧାନ ହାର ?
+ ଓଡ଼ିଶାରେ ପୁଷ୍ଟି ପାଇଁ ବଡ଼ ଚିନ୍ତା
+ ରାଜ୍ୟରେ 400 ଟପିଲା ଦୈନିକ ସଂକ୍ରମଣ
+ ରାଜ୍ୟରେ ଥମୁନି ହାତୀ ମଡ଼କ
+ ଅଭିନେତ୍ରୀ ରଶ୍ମିରେଖାଙ୍କ ପରେ ପ୍ରେମିକ ସନ୍ତୋଷଙ୍କ ଆତ୍ମହତ୍ୟା ଅଭିଯୋଗ
#ArgusUpdate11am #Covid19 #Matricresult #Elephantdeath #lowpressure #ArgusNews