ARGUS UPDATE 11 AM
+ଆଉ କିଛି ସମୟର ଅପେକ୍ଷା
+ଅଲିମ୍ପିକ୍ସ ପରେ ପାରା ଅଲିମ୍ପିଆନସ୍ସଙ୍କୁ ଉତ୍ସାହିତ କରିବେ ପ୍ରଧାନମନ୍ତ୍ରୀ
+କାବୁଲରୁ ଭାରତୀୟଙ୍କୁ ନେଇ ଆସୁଛି ବିମାନ
+ରାଜ୍ୟରେ ୭ ହଜାର ଟପିଲା କୋଭିଡ୍ ମୃତ୍ୟୁସଂଖ୍ୟା
+ତେଜିବାରେ ଲାଗିଛି ଖରସ୍ରୋତା ଜଳ ବିବାଦ
+ଅଗଷ୍ଟ ୧୯ରୁ ୨୨ ଯାଏ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତ...
#ArgusNews #Odisha #ArgusUpdate11AM