Argus Update 11 AM | 22 Jan 2023 | Argus News
+ ସିଙ୍ଗର ହ୍ୟୁମାନ ସାଗର, ପତ୍ନୀ ଶ୍ରୀୟା ମିଶ୍ର ବିବାଦ
+ ବିସ୍ଥାପିତଙ୍କ ସପକ୍ଷରେ ହାଇକୋର୍ଟଙ୍କ ବଡ଼ ରାୟ
+ ଆଜି କଳିଙ୍ଗରେ ଭାରତ-ନ୍ୟୁଜିଲାଣ୍ଡ କ୍ରସଓଭର ମ୍ୟାଚ
+ ଆଜି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ
+ ବଲାଙ୍ଗିରରେ ନେତା ଅଫିସର ବିବାଦ ବଢାଇବାକୁ ଭୁବନେଶ୍ବରରେ ଷଡ଼ଯନ୍ତ୍ର
ଘନଉଛି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ
#ArgusNews #ArgusUpdate11am #Odisha