Argus Update 11AM | 1st September 2021 | Argus News
+ ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ
+ କେବେ ଜେରା ହେବେ ଆଇନ ମନ୍ତ୍ରୀ ପ୍ରତାପ ଜେନା?
+ ନୟାଗଡ଼ରେ ପୁଣି ସାମ୍ନାକୁ ଆସିଲା ଭୃଣହତ୍ୟା ଅଭିଯୋଗ
+ ରାଜ୍ୟରେ 24 ଘଣ୍ଟାରେ 719 ପଜିଟିଭ, 53 ମୃତ୍ୟୁ
+ ଆଜି ସ୍ବାମୀ ପ୍ରଭୁପାଦ ଜୟନ୍ତୀ
+ NMPକୁ ନେଇ ପ୍ରଶ୍ନ ଉଠାଉଥିବା ବିରୋଧୀଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଜବାବ୍
#ArgusUpdate #Odisha #ArgusNews