ARGUS UPDATE 11AM | 26 OCT 2021 | Argus News
+ ମମିତାଙ୍କ ଗାଁରେ ବିଜେପି ଟିମ
+ ମମିତା ମେହେର ହତ୍ୟା ମାମଲାରେ କ୍ୟାପଟେନଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି
+ ଆମ ଘର ହାଲ ଚାଲରେ ବିଜେଡିର ପେଡ଼ି ଖୋଲିଲେ ସୌମ୍ୟ
+ ରାଜଧାନୀରେ ମନୀଷ ଦାସ ହତ୍ୟାକାଣ୍ଡ
+ ଓଡ଼ିଶାରେ ବୟନ ଶିଳ୍ପର ବିକାଶକୁ ନେଇ ପିୟୂଷ ଗୋଏଲଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି
+ ରାଜ୍ୟରେ ୨୪ ଘଣ୍ଟାରେ ୪୩୩ ପଜିଟିଭ୍
+ ବ୍ରହ୍ମପୁରରେ କୋଟିପତି ନିଶା ବେପାରୀ ରଜନୀକାନ୍ତ ପଟ୍ଟନାୟକଙ୍କ କାରନାମା
+ ଖୋର୍ଦ୍ଧା ବନଖଣ୍ଡ ଟାଗିଂ ବନାଚଂଳ ମୋଟା ଗାଁରେ ହାତୀ ଆତଙ୍କ
#ArgusUpdate11am #Mamitamurdercase #CBI #BJD #Manishdeathcase #Dharmendrapradhan #CovidPositive #Elephant #Odisha #ArgusNews