Argus Update 11AM
+ ବ୍ରାଉନସୁଗର ଜବତରେ ଏସଟିଏଫକୁ ସଫଳତା
+ ଆଜି ଆଉ 60 ମୁଣ୍ଡ ନେଲା କୋରୋନା
+ ତୀବ୍ର ହେବାରେ ଲାଗିଛି ଖରସ୍ରୋତା ବଞ୍ଚାଓ ଆନ୍ଦୋଳନ
+ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
+ ଚାଷ ପାଇଁ ଖୁସି ଖବର
+ ହକି ଖେଳାଳିଙ୍କ ସହ ଛଳନା
+ କୋଭିଡ କଟକଣାରେ ଚାଲିଛି ଜଗା ଦର୍ଶନ
#ArgusNews #Odisha #ArgusUpdate11AM