Argus Update 12 pm | 26 Jan 2022 | Argus News
+ ଆଜି ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ
+ ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
+ ୭୩ତମ ଗଣତନ୍ତ୍ର ଦିବସ ଅବସରରେ ସହିଦଙ୍କୁ ପ୍ରଣିପାତ କଲା ଦେଶ
+ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହେଲା ଦେଶ
+ ରାଜ୍ୟରେ ୨୪ଘଣ୍ଟାରେ ୭ହଜାର ୪୨୬ କରୋନା ସଂକ୍ରମିତ
+ କଟକରେ କନିକା ରାଜ ପରିବାରରେ ବୀଭତ୍ସ ହତ୍ୟା
#Argusupdate12pm #Odisha #ArgusNews