Argus Update 2 PM
+ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା
+ ଆଜି ବି ଆରମ୍ଭରୁ ହଟ୍ଟଗୋଳ
+ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବିଭ୍ରାନ୍ତିକର ତଥ୍ୟକୁ ନେଇ ତାତିଲେ ବିରୋଧୀ
+ ଭଣ୍ଡ ଗୁରୁଜୀ ମାନସ ଦାସଙ୍କୁ ନେଇ ବିଜେଡିର ବଢିଲା ଅଡୁଆ
+ ସରକାରଙ୍କ ଉପରେ ବର୍ଷିଲେ ଜାତୀୟ ପଛୁଆବର୍ଗ କମିଶନ ସଦସ୍ୟ କୌଶଳେନ୍ଦ୍ର ସିଂ
+ ବଲାଙ୍ଗିର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ
+ ପାରା ଅଲିମ୍ପିକ୍ସରୁ ଡବଲ ଖୁସି
#ArgusUpdate2PM #Odisha #ArgusNews