Argus Update @2PM | 18 Mar 2022 | Argus News
+ଫେରାର୍ ଦୀପକ କିଣ୍ଡୋକୁ ଧରିଲା EOW
+ଠକ ଡାକ୍ତର ରମେଶ ସ୍ବାଇଁଙ୍କ ଚାକରାଣୀ ଗୀତା ଠାବ
+ ସମ୍ମଲପୁରରେ କାଶ୍ମିର ଫାଇଲ୍ସ ଫିଲ୍ମ ବନ୍ଦ ହେବାରୁ ଯୁବକଙ୍କ ଧାରଣା
+'କାଶ୍ମୀର ଫାଇଲ୍ସ'ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଜୀବନକୁ ନେଇ ଧମକ
+ପୁରୀ ଶ୍ରୀ ମନ୍ଦିର ଆଗରେ ଦଳ ଚକଟା ସ୍ଥିତି
+କଟକରେ ସରଗରମ ପୌର ରାଜନୀତି
+ଦୋଳ ପୂର୍ଣ୍ଣିମାରେ ଉତ୍ସବ ମୁଖର ଗାଁଠୁ ସହର
#ArgusUpdate2pm #jagannathpuri #MunicipalElection #criminal #Odisha #ArgusNews