APARAHNA KHABAR
+ ଚାନ୍ଦିପୁର DRDO ତଥ୍ୟ ଲିକ୍ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ
+ ଅପହରଣ ନାଟକ କରିଥିବା ସ୍ବିଗି ବଏ ଗିରଫ
+ ମାଲକାନଗିରିରେ ଯବାନଙ୍କୁ ସଫଳତା
+ କୁଜଙ୍ଗ ଦୁଷ୍ମନ୍ତ ମୃତ୍ୟୁ ମାମଲାର SIT କିମ୍ବା କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ଦାବି
+ କଟକ ବାଲୁବଜାର ପୂଜା ମଣ୍ଡପର ମୂର୍ତ୍ତି ଉଚ୍ଚତା ମାମଲାର ଶୁଣାଣି ଶେଷ
+ ପୁରୀ ଏମାର ମଠରୁ ପୁଣି ଚାଲିଛି ରୁପା ଇଟା ଖୋଜା
+ WHO ରିପୋର୍ଟ ଆନୁଯାୟୀ, ଏଣ୍ଡେମିକ୍ ଆଡ଼କୁ ଯାଉଛି କରୋନା
+ ହୀରାକୁଦର 28 ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାପାଣି
#AparahnaKhabar #ArgusUpdate4PM #Odisha #ArgusNews #Chandipur #WHO #HirakudDam #PuriEmarMatha