BARABATI EXPRESS 6 PM
+ ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା
+ ନମ୍ବର ଚୋରି କରି ଚଢା ଦର ରେ ବିକ୍ରି
+ ଜୀବନ ନେଲା ପବଜି...ଗେମରେ ଟଙ୍କା ଲଗାଇ ରୁଣ ଗ୍ରସ୍ତ ପରେ ଯୁବକଙ୍କ ଆତ୍ମହତ୍ୟା
+ ଦଳୀୟ କଳି ଆଗରେ ପଛରେ ପଡ଼ିଲା ମାଆଙ୍କ ପୂଜା, ପରଂପରା
+ ନିର୍ମାଣର ଚାରି ମାସ ମଧ୍ୟରେ ଭୁଶୁଡ଼ି ପଡିଲା ସିନ୍ଥେଟିକ ୱାଲ
#BarabatiExpress6PM #ArgusUpdate #ACFMurdermystery #PUBGgame #CuttcadurgaPujaIssue #wallcollapse #ArgusNews