Argus Update 8AM
+ ଦେଶ ନ ଛାଡ଼ିଥିଲେ, ସର୍ବସମ୍ମୁଖରେ ମତେ ଦିଆଯାଇଥାନ୍ତା ଫାଶି
+ ଖେଳାଳି ଓ ଆଥଲେଟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
+ ସେପ୍ଟମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର
+ ମାହାଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ କଟାଯିବା ଘଟଣା
+ ବଡ ଲୋକଙ୍କୁ ଆବାସ ନ ଦେଲେ ମାଡ
+ ୟୁଜିସି ମାନ୍ୟତା ସହ ବିଶ୍ବବିଦ୍ୟାଳୟ ତାଲିକାରେ କରାଗଲା ଅନ୍ତର୍ଭୁକ୍ତ
+ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
+ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ କନଫ୍ୟୁଜନ
+ ମୟୂରଭଞ୍ଜ ଜିଲ୍ଲାରେ ଝୁଣ୍ଟୁଛି ସରକାରୀ ଯୋଜନା
#ArgusNews #Odisha #ArgusUpdate8AM