Argus Update 9AM | 29th August 2021 | Argus News
+ ପାରା ଅଲମ୍ପିକ୍ସ ଇତିହାସରେ ଯୋଡିହେଲା ନୁଆ ଅଧ୍ୟାୟ
+ ଖୋର୍ଦ୍ଧା ବେଗୁନିଆରେ ବାପ-ପୁଅଙ୍କୁ ମାନବବାଦ ସଙ୍ଗଠନର ମାଡ ଘଟଣା
+ ସ୍ବାଧିନତା ସଂଗ୍ରାମୀଙ୍କ ସମ୍ପତ୍ତିକୁ ବନ୍ଧକ ରଖି ଟଙ୍କା ଲୁଟ
+ ଆଜିଠୁ ରାଜ୍ୟର ୧୨ଟି ଜିଲ୍ଲାରେ ଆରମ୍ଭ ହେବ ସେରୋ ସର୍ଭେ
+ କାବୁଲ ଏୟାରପୋର୍ଟରେ ହୋଇପାରେ ପୁଣି ଏକ ଆତଙ୍କୀ ହମଲା
+ ଆଜି ଦିନ 11ଟାରେ ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ' କାର୍ଯ୍ୟକ୍ରମ
#ArgusUpdate #Odisha #ArgusNews