|| Argus Update News 10 am ||
- ରାଜ୍ୟରେ ଥମୁନି କରୋନା ମୃତ୍ୟୁ
- କାଲି ରାଜ୍ୟରେ ସରୁଛି ଆଂଶିକ ଲକଡାଉନ ଅବଧି
- ରାଜ୍ୟରେ ପିଏମ ଆବାସରେ ମହାଦୁର୍ନୀତି ଅଭିଯୋଗ
- ଆଜି ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
- ଭୁବନେଶ୍ବର AIIMSକୁ ପୂରିଲା ୯ ବର୍ଷ
- ବିଦ୍ୟୁତ କାଟ ସହ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି
- ଆଜି ମହାପ୍ରଭୁଙ୍କର ବନକଲାଗି ନୀତି
#ArgusNews #ArgusNewsTV #Odisha #ArgusUpdate