Argus Update News 10AM
+ ଆନ୍ତର୍ଜାତିକ ଯୋଗ ଦିବସରେ ମୋଦି ଦେଲେ ଯୋଗରୁ ସହଯୋଗର ମନ୍ତ୍ର
+ ଆମେରିକାରୁ ୟୁଏଇ ପର୍ଯ୍ୟନ୍ତ ଯୋଗ ଦିବସ ପାଳନ
+ ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୩୧ ପଜିଟିଭ
+ ଆଜିଠୁ 18ରୁ ଅଧିକ ବୟସ୍କଙ୍କୁ ମିଳିବ ମାଗଣାରେ କରୋନା ଟିକା
+ କଶ୍ମୀର ଘାଟିରେ ସେନାକୁ ବଡ଼ ସଫଳତା
#ArgusNews #Odisha #ArgusNewsTv #ArgusUpdate