Argus Update News 11 am
- ସମ୍ବଲପୁର କୁଚିଣ୍ଡା ପିଣ୍ଡାପଥର ପଂଚାୟତ ଭାସିଲା ବସ୍
- ହାଇକୋର୍ଟର ସମସ୍ତ ଶୁଣାଣିର ହେବ ସିଧାପ୍ରସାରଣ
- ଶୁଣିଲାନି ପ୍ରଶାସନ... ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଲେ କୁନି କୁନି ପିଲା
- ପୁରୀ ଜିଲ୍ଲାରେ ରାସ୍ତା ନାଁରେ 78 କୋଟି ଟଙ୍କାର କେଳେଙ୍କାରୀ
- ରାଜ୍ୟରେ ପୁଣି 65 ଜୀବନ ନେଲା ଭାଇରସ
- ଅଲିମ୍ପିକ୍ସ ସପ୍ତମ ଦିନରେ ଭାରତୀୟଙ୍କ ଦମଦାର ପ୍ରଦର୍ଶନ
- ଆଜି ନୂଆ ଜାତୀୟ ଶିକ୍ଷା ନୀତିର ବର୍ଷ ପୂର୍ତ୍ତି
#ArgusNews #Odisha #ArgusNewsTV #ArgusUpdate