|| Argus Update News 11 am ||
- ଆଜି ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବେ ଅଭିଷେକ ମହାପାତ୍ର
- ବାପାକୁ ହତ୍ୟା କରି ହାତ, ଗୋଡ଼ ବାନ୍ଧି କୂଅକୁ ଫିଙ୍ଗିଲା ପୁଅ
- ଗଛରେ ପିଟି ହେଲା କାର୍
- ଦେଶରେ କ୍ରମାଗତ ଦ୍ବିତୀୟ ଦିନରେ କମିଲା ସଂକ୍ରମଣ ସଂଖ୍ୟା
- ତୃତୀୟ ଲହର ପିଲାଙ୍କୁ ପ୍ରଭାବିତ କରିବା ଉପରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ବଡ ବୟାନ
#ArgusNews #ArgusNewsTv #Odisha #ArgusUpdate