|| Argus Update News 11 AM ||
- 14 ଦିନ ପରେ ରାଜ୍ୟରେ 10 ହଜାର ତଳେ ପଜିଟିଭ ସଂଖ୍ୟା...
- ବିପଦ ସଙ୍କେତ ଟପିଲା ବୈତରଣୀ... କେନ୍ଦୁଝର ଆନନ୍ଦପୁରଠାରେ ନଦୀରେ ବଢ଼ୁଛି ଜଳସ୍ତର...
- ୟସ କ୍ଷୟକ୍ଷତିର ଅନୁଧାନ କରିବେ ସିଏମ ...
- ବାତ୍ୟା ପରେ ବନ୍ୟା ଆଶଙ୍କା…ପ୍ରବଳ ବର୍ଷା ପରେ ପାଣି ଘେରରେ ଅନେକ ଗାଁ...
- ପ୍ରଶାସନକୁ ଅପେକ୍ଷା କାହିଁ… ଆମେ ଲଢିବା, ଆମେ ଜିତିବା..
- ବାତ୍ୟା ପ୍ରଭାବିତଙ୍କ ସ୍ଥିତି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
- ସାମ୍ନାକୁ ଆସିଲା ଆନ୍ଦୋଳନ ପଛର ବଡ଼ ଷଡ଼ଯନ୍ତ୍ର...
#ArgusNews #ArgusTv #ArgusNewsTv #Odisha #ArgusUpdateNews