Argus Update News 11 am
- କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ...
- ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍
- ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ ମହିଳାଙ୍କୁ ମାଡ଼
- ପିପିଲିର ସ୍ବପ୍ନେଶ୍ବର ମନ୍ଦିର ଓ ରତ୍ନଚିରା ଉପତ୍ୟକା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିନ୍ତା
- ଅକ୍ସିଜେନ ଅଭାବରୁ ସଂକ୍ରମିତଙ୍କ ମୃତ୍ୟୁ ନେଇ ତଥ୍ୟ ମାଗିଲା କେନ୍ଦ୍ର…
- ଅଲିମ୍ପିକ୍ସର ବ୍ୟାଡମିଣ୍ଟନ କୋର୍ଟରୁ ଖୁସି ଖବର
- ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି…
#ArgusNews #ArgusNewsTV #Odisha #ArgusUpdate