|| Argus Update News 2 pm ||
- ରାଜଧାନୀରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ
- ଓଡ଼ିଶା ସମେତ 6 ରାଜ୍ୟକୁ ସ୍ବତନ୍ତ୍ର ଟିମ୍ ପଠାଇଲା କେନ୍ଦ୍ର
- ନୟାଗଡ଼ ପରେ ନବରଙ୍ଗପୁରରେ କୋଭିଡ୍ ମୃତ୍ୟୁକୁ ନେଇ ପ୍ରଶ୍ନ
- ପୁଣି ମାତିଲେ ସାଇବର ଲୁଟେରା
- ଦ୍ବିତୀୟ ଦିନରେ ଚାଷୀଙ୍କ ପାଇଁ ବିରୋଧୀଙ୍କ ହଲ୍ଲାବୋଲ
- ବଢ଼ିଲା ବଂଶଧରା ଜଳ ବିବାଦ
- କେବେ ରାଜ୍ୟରେ କାର୍ଯ୍ୟକାରୀ ହେବ ଧର୍ମପରିବର୍ତ୍ତନ ନିରୋଧ ଆଇନ?
#ArgusNews #ArgusUpdate #ArgusNewsTV #Odisha