Argus Update News 2pm
+ ତୃତୀୟ ଲହରର କାରଣ ହୋଇପାରେ ଲାମ୍ବାଡ଼ା ଓ ଡେଲଟା ପ୍ଲସ୍ ଭେରିୟଣ୍ଟ
+ ଲକ୍ଷ୍ନୋ କାକୋରୀ ଅଞ୍ଚଳରୁ 2 ସଂଦୀଗ୍ଧ ଆତଙ୍କବାଦୀ ଗିରଫ
+ ସମ୍ବଲପୁରରେ ଧାନବିକ୍ରି ପ୍ରାପ୍ୟ ନ ପାଇ ବାପପୁଅଙ୍କ ମୃତ୍ୟୁ ଘଟଣା
+ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ
+ ରାତି ପାହିଲେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା
+ ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ #ArgusNews #Odisha #ArgusNewsTV #ArgusUpdate