ARGUS UPDATE NEWS 4 PM
- ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା
- ଆଜି ବି ଆରମ୍ଭରୁ ହଟ୍ଟଗୋଳ
- ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବିଭ୍ରାନ୍ତିକର ତଥ୍ୟକୁ ନେଇ ତାତିଲେ ବିରୋଧୀ
- ଭଣ୍ଡ ଗୁରୁଜୀ ମାନସ ଦାସଙ୍କୁ ନେଇ ବିଜେଡିର ବଢିଲା ଅଡୁଆ....
- ପଛୁଆବର୍ଗଙ୍କ ଅବହେଳା ନେଇ ସରକାରଙ୍କ ଉପରେ ବର୍ଷିଲେ ଜାତୀୟ ପଛୁଆବର୍ଗ କମିଶନ ସଦସ୍ୟ କୌଶଳେନ୍ଦ୍ର ସିଂ ପଟେଲ….
- ବଲାଙ୍ଗିର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ
- ପାରା ଅଲିମ୍ପିକ୍ସରୁ ଡବଲ ଖୁସି...
#ArgusNews #Odisha #ArgusUpdate