|| Argus Update News 8 am ||
- ବିଜେପି ନେତା ଚନ୍ଦ୍ରହାସ୍ୟ ପାଣିଗ୍ରାହୀଙ୍କୁ ହାଣିଲେ ଦୁର୍ବୃତ୍ତ
- ଆଜିଠୁ ରାଜ୍ୟରେ ଅନଲକ୍... କଟକଣା ଭିତରେ ଖୋଲିଲା ଦୋକାନ ବଜାର
- କଣ୍ଟ ପୁରିଲା, ମଣ୍ଡିରୁ ଉଠିଲାନି ଧାନ
- ଦେଶର ଗାଁ ହେବ ଡିଜିଟାଲ୍
- ଆଜି ଜାତୀୟ ଡାକ୍ତର ଦିବସ
- ବିଦେଶରେ ଓଡ଼ିଆଙ୍କୁ କୃତୀତ୍ବ
- ନିଜ ଜିଲ୍ଲାରେ ମିଳୁନି କାମ
- ଆଜି ପଲ୍ଲୀକବି ନନ୍ଦକିଶୋର ବଳଙ୍କ ପୂଣ୍ୟତିଥି
#ArgusNews #ArgusNewsTV #Odisha #ArgusUpdate