|| Argus Update News 8 am ||
- ମୋଦିଙ୍କ ଦ୍ବିତୀୟ ପାଳିରେ ପ୍ରଥମ ସଂପ୍ରସାରଣ ସମ୍ଭାବନା
- ସମବାୟରୁ ହେବ ସମୃଦ୍ଧି
- ଆବାସ କେଳେଙ୍କାରୀ ନେଇ ବିଜେପିର ରଣହୁଙ୍କାର
- ଭୀମଟାଙ୍ଗି ପ୍ରିୟଦର୍ଶିନୀ ମର୍ଡର ମିଷ୍ଟ୍ରୀ
- ରାଜ୍ୟରେ LED ଲାଇଟ କିଣାରେ ଦୁର୍ନୀତିର ଗନ୍ଧ
- କାଗଜ କଲମରେ ରାଜ୍ୟ ସରକାରଙ୍କ ଜଳସେଚନ ଯୋଜନା
- ଅର୍ଗସର ମହାପ୍ରଭାବ...ଖବର ପ୍ରସାରଣ ପରେ ଦାନ ମାଝୀଙ୍କ ଗାଁରେ ଜଳିଲା ବିଜୁଳି
- ୟୁରୋକପ ଫାଇନାଲରେ ଇଟାଲୀ
- ଶ୍ରୀମନ୍ଦିରରେ ଆଜି ଘଣା ଲାଗି ପରେ, ଖଳି ଓ ଖଡ଼ି ଲାଗି ନୀତି
#ArgusNews #ArgusNewsTV #Odisha #ArgusUpdate