Argus Update News 8am ||
- ପରଲୋକରେ `ଶଲାବୁଢା'
- ଭାରତରେ ସ୍ପୁଟନିକ ଭି ଟିକା ଉତ୍ପାଦନ ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ଡିସିଜିଆଇର ଅନୁମତି
- ଆଜି ବିଶ୍ଵ ପରିବେଶ ଦିବସ
- କେବେ ଆସିବ ରାଜ୍ୟର କୋଭିଡ୍ ମୃତ୍ୟୁ ଅଡିଟ୍ ରିପୋର୍ଟ
- ପଶ୍ଚିମ ଓଡିଶାରେ କଚ୍ଛପ ଗତିରେ ନ୍ୟାୟିକ ବ୍ୟବସ୍ଥା
- ରାଜ୍ୟ ପାଇଁ ଖୁସି ଆଣିଲେ ପଛୁଆ ଅଂଚଳ ପିଲା
- ଆସୁଛି ମୌସୁମୀ, ଚିନ୍ତାରେ ଚାଷୀ
- ଭୋପାଲ ବିଜେପି କର୍ମକର୍ତ୍ତାଙ୍କ ଅଭିନବ ପଦକ୍ଷେପ
#ArgusNews #Odisha #Headlines #ArguNewsTV #ArgusTV #UpdateNews #ArgusUpdateNews