Argus Update News 8am
+ କାଲି ରାଜ୍ୟରେ ସରୁଛି ଆଂଶିକ ଲକଡାଉନ ଅବଧି
+ ଆଜି ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ + ଭୁବନେଶ୍ବର AIIMSକୁ ପୂରିଲା ୯ ବର୍ଷ
+ ବିଦ୍ୟୁତ କାଟ ସହ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି
+ ଟିକା ଅଭାବ ନେଇ ରାଜ୍ୟ ଦେଉଥିବା ବିବୃତ୍ତିର ଜବାବ ରଖିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ
+ ଚୀନ ବିଦେଶ ମନ୍ତ୍ରୀଙ୍କ ସହ ଏସ.ଜୟଶଙ୍କ ବୈଠକ
+ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର
+ ଆଜି ମହାପ୍ରଭୁଙ୍କର ବନକଲାଗି ନୀତି
#ArgusNews #Odisha #ArgusNewsTv #ArgusUpdate