ArgusUpdate@ 10 am | 19 July 2022 | Argus News
+ ରାଜ୍ୟରେ ପୁଣି ବଢିଲା ସଂକ୍ରମଣ
+ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା
+ ଉପରାଷ୍ଟ୍ରପତି ରେସ୍
+ ରାୟଗଡ଼ାରେ ବ୍ୟାପିଛି ହଇଜା
+ ଆଜି ରାଜ୍ୟ କ୍ୟାବିନେଟ୍
+ କୁଆଡ଼େ ଗଲା ମହାନଦୀରେ ବ୍ୟାରେଜ୍ ପ୍ରତିଶ୍ରୁତି
+ ସୁଧୁରିବ କି ଶ୍ରୀଲଙ୍କା ପରିସ୍ଥିତି ?
+ ବ୍ରିଟେନ ପିଏମ୍ ଗାଦିର ଆହୁରି ନିକଟତର ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ
#Argusupdate10am #Covid19 #OdishaBandh #vicePresident #Raygada #influenzavirus#mahanadi Issue #ArgusNews