ArgusUpdate@ 10 am | 28 July 2022 |Argus News
+ ରାଜ୍ୟରେ ୨୪ ଘଣ୍ଟାରେ ୧୦୩୦ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ
+ ପୁଣି ଅର୍ପିତାଙ୍କ ଫ୍ଲାଟରୁ ଜବତ ହେଲା 28 କୋଟି ଟଙ୍କା
+ କମ ମାର୍କ କାରଣରୁ ଜୀବନ ହାରିଲେ ଛାତ୍ର
+ ଆଜି ବିଧାନସଭା ମୌସୁମୀ ଅଧିବେଶନର ୧୮ ତମ ଦିନ
+ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜରାଟ ଓ ତାମିଲନାଡୁ ଗସ୍ତ
+ ଉପାନ୍ତ ଇଲାକାରେ ଦୂର ହେବ ନେଟଓ୍ବର୍କ ସମସ୍ୟା
+ ଆଜିଠୁ ବର୍ମିଂହୋମରେ ଆରମ୍ଭ ହେବ କମନୱେଲ୍ଥ ଗେମ୍ସ
+ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ଅମାବାସ୍ୟା ନୀତି
#Argusupdate10am #covid19 #studentdeath #Assembly #NarendraModi #ArgusNews