||Argus Update News 1pm ||
- ନାବାଳକ ଚା ଦୋକାନୀକୁ ପୋଲିସର ଗୋଇଠା
- ମହାମାରୀ ଲଢ଼େଇରେ ପିଲାଙ୍କୁ ସୁରକ୍ଷା ଦେବ ଜାଇକୋଭ-ଡି
- କଣ୍ଟ ପୁରିଲା, ମଣ୍ଡିରୁ ଉଠିଲାନି ଧାନ
- ଆଜିଠୁ ରାଜ୍ୟରେ ଅନଲକ୍
- କରୋନା କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ଆଇଡି ମାର୍କେଟ ସ୍ଥିତ ବିଶାଲ ମଲ୍ ସିଲ୍
- ବିଜେପି ନେତା ଚନ୍ଦ୍ରହାସ୍ୟ ପାଣିଗ୍ରାହୀଙ୍କୁ ହାଣିଲେ ଦୁର୍ବୃତ୍ତ
- ଆଜି ଜାତୀୟ ଡାକ୍ତର ଦିବସ
#ArgusNews #ArgusNewsTV #Odisha #ArgusUpdate