ସଂକ୍ରମଣ ବଢୁଥିବାରୁ ରାଜ୍ୟ ମାନଙ୍କୁ କେନ୍ଦ୍ରର ପରାମର୍ଶ । ତଥ୍ୟକୁ ଆଧାର କରି ପଦକ୍ଷେପ ନେବା ପାଇଁ ରାଜ୍ୟକୁ କେନ୍ଦ୍ରର ନିର୍ଦେଶ । ତେଣୁ ଲୋକ ମାନଙ୍କର ସହଯୋଗ ନିହାତି ଆବଶ୍ୟକ ବୋଲି କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।
#CovidPositive #Corona #Healthdepartment #niranjanmishra #ArgusNews