କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ LHB କୋଚ୍ରେ ପରିଣତ କରିବାକୁ ଅନୁରୋଧ କରିଛନ୍ତି ।
#DharmendraPradhan #AshwiniVaishnaw #letter #railway #RajdhaniExpress #LHBcoach #Odisha #ArgusNews