ବପୁଜିନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାମେଜର ବିରେନ୍ଦ୍ର ପଟ୍ଟନାୟକ ଗିରଫ । ବିରେନ୍ଦ୍ରଙ୍କ ସହ ତାଙ୍କର ଦୁଇ ସହଯୋଗିଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର EOW । ଗ୍ରାହକ ଡକ୍ୟୁମେଣ୍ଟକୁ ଭିତ୍ତିକରି ଟଙ୍କା ହଡପ କରିଥିଲେ ବ୍ୟାଙ୍କ କର୍ମଚାରୀ ।
#PunjabNationalBank #arrested #CrimeBranch #fraudulent #Bhubaneswar #ArgusNews